Sunday, August 9, 2020

odia application

୧. ତୁମ ଗ୍ରାମ ତଥା ଆଖପାଖରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଏହାର ନିରାକରଣ ନିମନ୍ତେ ଥାନାଧିକାରୀଙ୍କ ପାଖକୁ ଦରଖାସ୍ତ ଲେଖ ।


 ୨. ତୁମ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ହେଉଛି । ଏହାର ପ୍ରତିକାର ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ଲେଖ । 


୩. ତୁମ ଅଞ୍ଚଳରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ନିମନ୍ତେ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ଦରଖାସ୍ତ ଲେଖ ।


୪. ବାର୍ଦ୍ଧକ୍ୟ ଭତ୍ତା ପ୍ରାପ୍ତି ନିମନ୍ତେ ଜିଲ୍ଲାପାଳଙ୍କ ନିକଟକୁ ଆବେଦନ କର ।


୫. ତୁମ ପରିବାର ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ଏକ ଖାଉଟି କାର୍ଡ଼ ଯୋଗାଇଦେବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଦରଖାସ୍ତ ଲେଖ ।


୬. ତୁମ ଅଞ୍ଚଳରେ ହଇଜା ରୋଗର ପ୍ରତିକାର ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦରଖାସ୍ତ ଲେଖ । 


୭. ତୁମ ଗ୍ରାମରେ ପାଠାଗାର ପ୍ରତିଷ୍ଠା ପାଇଁ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ଆବେଦନପତ୍ର ଲେଖ ।


୮. ତୁମ ୱାର୍ଡ଼ର ସଫେଇ ଅବହେଳା ସମ୍ପର୍କରେ ତୁମେ ତୁମ ପୌରପରିଷଦର ମୁଖ୍ୟଙ୍କ ନିକଟକୁ ଦରଖାସ୍ତ ଲେଖ । 

                                                                                                                                            
 ୯. ବିବାହ ଉତ୍ସବରେ ଡାକବାଜି ଯନ୍ତ୍ର, ବାଣ ଓ ଶୋଭାଯାତ୍ରା ପାଇଁ ସ୍ଥାନୀୟ ଅଧିକାରୀଙ୍କଠାରୁ ଅନୁମତି ପତ୍ର ନିମନ୍ତେ ଦରଖାସ୍ତ ଲେଖ । 

 

No comments:

Post a Comment